Home > Odia

The Great Thought: Odia


ODIA MESSAGE: Find Odia Messages, Superb Collection of WhatsApp Odia SMS, Funny Odia SMS Messages. You will get here Funniest Messages, Messages in Odia sources with Pictures/images Messages, Not only this but also you can get Best WhatsApp funny Odia Messages, Funny Odia Pictures, Funny Odia SMS, Husband Wife & Kids Odia Messages & Santa Banta Messages and moreover. You can also get here Todays New Odia Message. kiosklockdown.in is Family Friendly website. Hope this will be liked by you and share with other. If our effort to laugh has been successful, you can like/share this page and encourage us. "Laughing is the best medicine in this world." Always laugh… Be Healthy… Be Happy… Thanks...

ତୁଣ୍ଡରେ ଯାହା ତୁ କହୁଛୁ ସେଟା ନିଶାର ଭାଷା , ଆଇ ଲଭ୍‌ ବୋଲି କହିଲୁ ସେହିଦିନ ସହସା !

ବାଷ୍ଟେଡ ତୋକାକୁ ମୁ କେବେ ଆଖି ଟେକି ନ ଚାହେ , ତାଙ୍କ ପ୍ରତି ସଦା ମୋ କ୍ରୋଧ ଦେଖି ଜଳୁତା ଥାଏ !

ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି

ତୋର ବଡପଣ ଦେଖିବି ମୋତେ ଭାବୁ ଅବଳା, ଅବଳା ହେଲେ ବି ବିଦ୍ୟୁତ୍‌ପ୍ରଭା ନୁହେ ଦୁବଳା !

ତୁମେ ନୁହ ମାଇ ଲଭର ତୁମେ ଯେ ଅଟ ଲୋଫର ଟୋକା, ନଖରାମୀ କଲେ ମୋ ସାଥେ ଦିନେ ସୁଟ୍‌ କରିଦେବି ମୁ ଏକା !

ଦେଖା ଦେଲ ଦିନେ ବହୁଦିନ ପରେ ଝରକା ସେପାଖେ ଥାଇ, ଏ ପାଖରେ ଥାଏ ମନକଥା କିଛି ପାରିଲି କି ସବୁ କହି.

ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ ହତାଶା ମନକୁ ନେଇ ଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ

ଗାଲ ପରେ ଲମ୍ବା କଲି ପକେଟରେ ମଦଭରି ଆଖି ମାରିଲ, ମହୁଆ ମାତାଲ ତୁମେ ବାଜ୍ୟେ ଟୋକା ବୋଲି ଭାବେ କଥା କହିଲ !

ଉଜାଡି ଦେଇ ମୋ ସଜଡା ସପନ ଚାଲିଗଲ ପ୍ରିୟା ସତେ, କେଉଁ ଅଭିମାନେ ଦୁରେଇ ଗଲ ହେ କହିଗଲ ନାହିଁ ମତେ !!

ମୋ ଭଲ ପାଇବା ଗୋଟିଏ ଅଜବ କହାନୀ ହେବ ପ୍ରତିକ୍ଷଣ ଚେସ୍ଟା ଥିଲା, ମନକୁ କରିବି ତାହାରି ପାଖ ଭାଗ୍ୟ ନା ଚକ୍ରାନ୍ତ ସମାଜର ହୋଇଥିବ ଦୁର ଗଲା ମୋ ଠୁ ଏତେ, ବିସ୍ଵାସ ଥିଲା ପଖେଇବ

ମନ ଗହନରେ ସାଦା କାଗଜରେ ଆଙ୍କି ଦେଲି ତୁମ ଛବି, ଅଲିଭା ଅକ୍ଷରେ ଲେଖି ହୋଇଗଲା ହୃଦୟର ପ୍ରତିଛବି.

ମନ୍ଦିର ପ୍ରାଙ୍ଗଣେ ଧର୍ମ ସାକ୍ଷୀ ରଖି ହେବ ଆମ ବାହାଘର ତୁମକୁ ହେ ପ୍ରିୟା କୋଳେ ଧରିଥିବି ତୁମେ ହେବ ଯେ ମୋହର

ଲେଖୁ ଲେଖୁ ମୁତ ଲେଖି ସାରିଲିନି କେତେ ନ ଲେଖିବା କଥା, କିଛିଟା ବାସ୍ତ୍ବ କିଛିଟା ସ୍ୱପ୍ନ???? କିଛି ବି କଥାର ନଥା !????

ତୋତେ ମୁ ବୁଝାଇ କହୁଛି ସୋମ୍ୟରଞ୍ଜନ ତୁହି , ମୋ କଥାକୁ ଯଦି ନ ଶୁଣୁ ଶେଷେ ଭୋଗିବୁ ତୁହି !

ଶୀତ ଚାଲିଗଲେ ବସନ୍ତ ଆସିବ ବହିବ ମଲୟ ପବନ, ବସନ୍ତ ଦିନରେ ଶୁଭ ଦିନ ଦେଖି ଧରା ହେବ ଆମ ଲଗନ !????????????

ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର, ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହୃଦର ହାର !

ବାପା ତୋର ଅଟେ ବିଡିଓ ଜଣେ ସେ ଅଫିସର, ତାଙ୍କଠାରୁ ତୁହି ଜନମ ହୋଇ ହେଲୁ ଲୋଫର !

ଭଲପାଇବାଟା ସହଜ ମନେ ଭାବୁ କିପରି, ମନ ଦେଇ ମନ କିଣିଲେ ଭାବ ଅତୁଟ ପରି !

ତୁମେ ମୋତେ ପଛେ ବିବାହ ନ ହୁଅ ଶେଷ ଦେଖା ଯିବ ଦେଇ ମୋହରି ସମାଧି ଦେଖିଯିବ ଥରେ ଆମ ଗାଁ ରାସ୍ତାକୁ ନେଇ

ବ୍ଲକକୁ ମାରି ବ୍ଲଭେ କଳା ଟଙ୍କାକୁ ରଖି , ପୁଅ ଦେଖାଉଛି ଗାରିମା ମଦ ବୋତଲେ ସାଖି !

ତୁମେ ପ୍ରାଣଧନ ମୋ ଜୀବନ ଧନ ତୁମେ ମୋର ଗତିମୁକ୍ତି ତୁମରି ପ୍ରେମରେ ପ୍ରେମିକା ସାଜିଛି ଝୁରୁଛି ମୁଁ ଦିବାରାତ୍ରି

ତୋ ପାଇ କେହି ମରିବେ ନାହି କହୁଛି ତୋତେ, ଥରେ ତୋତେ କ୍ଷମା ଦେଉଛି ଦେଲି ଜଣାଇ ତୋତେ !

ବଞ୍ଛିବାକୁ ଯଦି ଭରସା ତୋର ଅଛି ମନରେ, କ୍ଷମା ମାଗିନେବୁ ଆସିଣ ତୋତେ କହୁଛି ବାରେ !

ଆଉ ଯଦି କେବେ ମୋ ପଥେ ତୁହି ଦାଉ ସାଧିବୁ, ମୋର ନିଜ ରୂପ ସେଦିନ ତୁହି ନିଜେ ଦେଖିବୁ !

ଚାଜ୍ ହେଉଛି ମୋ ଅଙ୍ଗ ଥରେ ହାତ ମାରିଲେ , କେତେ ଭୋଲ୍‌ଟେଜ ଜଳୁଛି ଜାଣି ପାରିବୁ ଭଲେ !

ତୁମରି ରୂପକୁ ହୃଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ

ତମେ ଯଦି କୁହ ଭଲ ପାଇବାରେ ମାନେ କିଛି ହୁଏ ନାହିଁ, କେମିତି କହିବି ସେଇ ମାନେ ରଖି ଭଲପାଇ ହୁଏ ନାହିଁ ।

ପ୍ରେମ କରିବାକୁ ଇଚ୍ଛା ଯଦି ଅଛି ଡାକିଆଣ ମା" ଭଉଣୀ, ତାଙ୍କ ସାଥେ ପ୍ରେମ କରିଲେ ମଜ୍ଜା ଲାଗିବ ପୁଣି !

Man mobhabuchi hruday khojuchi Kahit paruni kholi, Tathapi ye dusta man kahuchi Tumaku i love you boli

ସଜା ଗୋଲାପ ଟା ବୋଧେ ସୁଖୀ ଜାଇଥିବ ଦୁଇ ପ୍ରୁଷ୍ଠଆ ମଧ୍ୟରେ ତା ସ୍ଵାସ ଦାବି ହୋଇଥିବ ତୁମକୁ ତୁମ କଥା ଚେତୀ ଦେବା ଲାଗି କେବଳ ନିଜ ଜୀବନକୁ ତିଳ ତିଳ କରି ମାରୀ ଦେଇଥିବ

ନିଜ ହାତରେ ମୁଁ ନିଜକୁ ମାରିଛି ତମର ତ ଦୋଷ ନାହିଁ, ଶେଷ ଅନୁରୋଧ କହିଯାଅ ଥରେ ମୋର କିଛି ଭୁଲ ନାହିଁ |

ତୁମରୀ ଓଠରେ ବି ମୋ ନା ଆସିଥିବ କେତେ ବାହାନାରେ ନିଜକୁ ବନ୍ଚାଇ ଥିବ ଅନ୍ୟଂକ ଠୁ ସୁନୀ କଥା ଗୁଡିକ ମୋର କଣ ତୁମକୁ ନିଜର କଥା ମନେ ପଡୁ ନ ଥିବ

ଆମ ଓ.ଟିକୁ ତୁ ଦେଖିନୁ ଥରେ ଦେଖିବା ପାଇ , ମନ ବଳାଇଛୁ ଦେଖିବୁ ଥରେ ଓ.ଟିକୁ ଯାଇ !

KAHIBU BUJHAE MO PRIYA KU DHIRE DEHA BHALA NAHIN MORA, NIDA LAGU NAHIN TA KATHA KU BHABI RATI SARA UJAGARA

PREMARA MANDIRA TOLIBA AGARU PREMIKA UPARE RAGANA, MANDIRA PACHISTA N HEBA AGARU BHOGA KHAIBAKU MAGANA

ସଜା ଫୁଟା ଫୁଲ ମୁହଁଟି ତୁମର ଲାଜ ଲାଜ ଭରା ହସ ଆଖିରେ ଆଖିଏ ସପନ ଲୁଚିଛି ଭାଙ୍ଗୁଛି ସଦା ଅଳସ

ସ୍ନେହମୟୀ ମୋର ପ୍ରେମମୟୀ ପ୍ରିୟା ତୁମେ ମୋ ଲାବଣ୍ୟମୟୀ ସ୍ନେହର ଚୁମ୍ୱନ ତୁମରି ଉଦ୍ଦେଶ୍ୟ ଦେଲି ଗୋ ପ୍ରିୟା ପଠାଇ

ସେ ଶୁଭଲଗନ ପାଈ କେଉଦିନୁ ଆରଭ ହୋଇଛି ସମ୍ପର୍କ ????, ପ୍ରଗାଢ ହୋଇବ ସେ ସମ୍ପର୍କ ଦିନେ ଜୀବନ ହୋଇବ ସାର୍ଥକ !????

ଏ ମନଟା ବନ୍ଧା ତୁମରି ପାଖରେ ମୁକୁଳୁଇ ପାରି ନାହିଁ, ତୁମଠାରୁ କିଛି ମାଗିନାହିଁ କେବେ ମାଗିବାକୁ ଚାହିଁ ନାହିଁ ।

ତୁମରି ପ୍ରେମରେ ଏ ଜୀବନ ମୋର କରିଛି ମୁଁ ସମର୍ପଣ ମୋ ହ୍ୄଦ ଦେବତା ଦିଅବାରେ ଦେଖା ତୁମକୁ ମୋହରି ରାଣ

ଅଭିମାନୀ ପ୍ରିୟା ଅଭିମାନରେ ଅନ୍ତର ଭେଦି ଯାଏ, ଭଲପାଏ ବୋଲି ପବନବି ଏବେ ମୋ କାନରେ କହିଯାଏ ।

ତୁ ମୋତେ ଭଲ ପାଇଲେ ମୋତେ ପାଇବୁ ନାହି, ମୁ ତୋତେ ଘୃଣା କରୁଛି ସୋମ୍ୟ ଜାଣିବୁ ତୁହି !

ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ କରିବା ତ ଆମେ ଫ୍ଲାଇଙ୍ଗ୍ ଜୀବନର ସବୁ ସୁଖ ସପନକୁ କରିବା ଏଥର ଟ୍ରାଇଙ୍ଗ

ତୁମକୁ ମୁଁ ଝୁରି ରହିବି ଦେବତା ତୁମରି ପ୍ରେମକୁ ଚାହିଁ ଏ ଜୀବନେ ଯଦି ନ ପାଇ ପାରିବି ଆର ଜନ୍ମଯାଏ ମୁହିଁ

ଗୁଣୁଗୁଣୁ ହୁଏ ପାଦର ପାଉଁଜି ସତେ କି ସଂଗୀତ ସ୍ୱର ଆଖିରେ କଜ୍ଜଳ ଦିଶଇ ସଜ୍ଜଳ ଝୁରି ହୁଏ ମନ ମୋର.

କନ୍ଟକିତ ପଥ କୁ ଆପନେଇଛି ମୁ ହୃଦୟକୁ ଦେଇଛି ଗୋଟେ ପଶାଣ କୁ ମୁ ଜଣା ନ ଥିଲା ପ୍ରେମର ଅନେକ ରଂଗ ନିଜ ଘର ଜାଳି ଉଜ୍ବଳ କୁ ଦେଖେ ମୁ

Swartha para tume kahinba bujhiba piratira parinama, kahinki tumaku bhala pauthili karuchhimu anutapa

ଜଣାଇ ଦେଇଛି ତୋତେ ମୁ ମୋର କଥାକୁ ହେହି , ମୋର ପଥେ କଣ୍ଟା ହେବାକୁ କେବେ ନ ହେବୁ ରାଜି !

ସାଜି ମୋର ଶତ୍ରୁ ଆସିଛି ମୋ ଅଗ୍ରତେ ତୁହ୍ରି, ବିଦ୍ୟୁତ୍‌ପ୍ରଭାର ଅସଲ ରୂପ ତୋତେ ଦେବି ଦେଖାଇ !

ପ୍ରଥମ ଚିଠିରେ ତୋତେ ମୁ ମୋ ମନର କଥା, ଜଣାଇ ଦେଉଛି ହେ ସୋମ୍ୟ ମନେ କରିବୁ ଚିନ୍ତା !

କେମିତି କେମିତି ଲାଗୁଛି ମୋତେ କଥା କି ପାଣିର ଗାର, ଯେମିତି ସେମିତି ଭାବିଲେ କି ହେବ ବୁଝି ହୁଏ ଆଖି ଠାର

ଲେଖୁ ଲେଖୁ ମୁତ ଲେଖି ସାରିଲିନି କେତେ ନ ଲେଖିବା କଥା , କିଛିଟା ବାସ୍ତ୍ବ କିଛିଟା ସ୍ୱପ୍ନ???? କିଛି ବି କଥାର ନଥା !????

ସେବେଳେ ତୋହର ପିଠିରେ କେହି ପଡିବେ ନାହି, ତାହାଙ୍କୁ ଡକାଇ ହକାଇ ମଦ ପିଆଉ ତୁହି !

ତୋତେ ମୁ ସତକ୍ର କରିଣ ଦେଲି ଏହି ପତର, ଯଦି ତୁହି ମୋ ଚିଠିକୁ ମନେ ଅବଯ୍ୟା ତୋର !

ଆଖିରେ ଆଖିରେ କେତେ କଥା ତୁହି କହିଗଲୁ ମୋତେ ଗୋରୀ ଓଠ ଖୋଲି ପଦେ କହିଦେ ତୁ ଲୋ ଦେଖାଇବି ହିରୋଗିରୀ

Nua nua prema lage je amiti Rasugulatharu ahuri mitha, Premara sparsa paegala pare premika kahuchhi bhuli jao sabu puruna katha

ମଦ ଜୁଆ ଯୁବା ସୁନ୍ଦରୀ ନୁହେ ଜୀବନ ସାଥି , ଅସରନ୍ତି ଦିନ ସରେନା ନିଶ୍ଚେ ମରିବୁ କାନ୍ଦି !

ପ୍ରେମ ସବୁବେଳେ ପଢିବାକୁ ଚାହେଁ କେତେ ଯେ ଅପଢା ପାଠ, ଅମାନିଆ ମନ ମାନେ ନାହିଁ ମନା ଏଡିକି ଦୁଷ୍ଟ ଅଝଟ.

ସାରା ଦୁନିଆଁରେ ସବୁ ଫୁଲ ଠାରୁ ସୁନ୍ଦର ତ ହସଫୁଲ, ହସ ଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ !

ନାରୀଙ୍କ ମାୟାରେ ବାୟା ହେବୁ ନାହିଁ ମନକୁ କରିବୁ ସ୍ଥିର, ବାୟା ହେବୁ ଯଦି ନାରିଙ୍କ ମାୟରେ କ୍ଷତି ହେବ ଆପଣାର ।

ସତେ ହେବୁ ମୋର ମନର ମାନସୀ ଏ ମନ ଚାହୁଁଛି ତତେ, ତୋ ପାଇଁ ମୋଠାରେ ସବୁର ଯୋଗ୍ୟତା କହୁଅଛି ମୁଁ ଯେ ସତେ ।

ସାଜିଛ ତୁମେ ଟାଉକା ଖଜୁଅଛ ଯେ ମଉକା ମାତାଲ ହୋଇ, ସେ ସୁଯୋଗ ନ ପାଇବ ପଛରେ ଚିନ୍ତା କରିବ ମୁ ନାଗୁଣୀ ହୋଇ !

Premar sahaare pada thapu thapu Premka dela MO dhoka, A saral sundar jibanare mor ebe maru marchika.

Parbata upare ghara tie kali pabana udeinela, Tuma pari jhia bhala paithili jhuri jhuri dina gala

ନିଜ ଛାଇ ଦେଖି ଆଖି ଲୁଚାଇ କାନ୍ଦୁଥିବ ଯେବେ ବି କାନ୍ଦୁଥିବ ଦୀପ ବୁଝେଇ କାନ୍ଦୁଥିବ ଲୋକେ ମୁହଁକୁ ଦେଖି ପଢି ନିଅନ୍ତିବୋଧେ କସ୍ଟ ହଉ ଥିବ ଯେବେ ସେମାନଂକ ଠାରୁ ଲୁଚି କାନ୍ଦୁଥିବ

ବିଦ୍ୟୁତପ୍ରଭାକୁ ଚିହ୍ନିନୁ ସେ ଯେ ନୁହେ ଶୀତଳ , ଥରେ ହାତଦେଇ ଦେଖିଲେ ମନହେବ ଚଞ୍ଚଳ !

ଉଦାସ ଆଖିରେ ପ୍ରତି ପଲକରେ ନାଚୁଛି ମୁହଁଟି ତାର ଆଖି ବୁଜି ଦେଲେ ଦୁନିଆ ଅନ୍ଧାର କିଏ ପର ଆପଣାର୍.

ଏକଲା ଦେଖି ମୋତେ ତୁମେ ସେଦିନ ମାରିଲ ଫ୍ଲାଇଙ୍ଗ କିସ୍ ବାପା ମୋ ଭାରି ଗରମ ମିଜାଜି ତୁମକୁ କରିଦେବେ ଦୁଇ ପିସ୍

ନଈ ସେ ପାଖରେ ଟିକି ଘରଟିରେ ଦିଶଇ ପ୍ରେୟସୀ ମୁହିଁ ଅଭୁଲା ଅତୀତ ଭୁଲି ହୁଏ ନାହିଁ ସିଏ କି ନିଜର ନୁହେଁ.

PHULARA SATHI PRAJAPATI AKASARA SATHI TARA, AMARA SATHI KABE HABA AMI JE SATHI HARA

ଆଇ ହେଟ୍‌ ୟୁ ବୋଲି କହୁଛି ଲେଖି ଚିଠିରେ ମୋର, ତୁ ଟା ଅସାମାଜିକ ଲୋପର ସଦା ଘୃଣା ତୋ ପର !

ଚାଲିରେ ତୁମର ପଦ୍ମ ଫୁଟେ, ହସରୁ ଝରୁଛି ମହୁ; କଥା ଟି ତୁମର କୋକିଳ କୁହ, କହି ଦିଅ ଥରେ I LOVE YOU !

ସେ ଶୁଭଲଗନ ପାଈ କେଉଦିନୁ ଆରଭ ହୋଇଛି ସମ୍ପର୍କ ????, ପ୍ରଗାଢ ହୋଇବ ସେ ସମ୍ପର୍କ ଦିନେ ଜୀବନ ହୋଇବ ସାର୍ଥକ !

ମୋର ସ୍କୁଟି ଆଗେ ସେଦିନ ନୂଆ ଷ୍ଟାଇଲ୍‌ ନେଇ, ଅଟକାଇ ଦେଲୁ ମୋ ଗାଡି ତୋତେ ସରମ ନାହି !

ଯେତେ ଦେଖୁଥିଲେ ନୁଆ ଲାଗୁଥାଇ ଆଖି ପିପାସା ମେଣ୍ଟେନା, ହେଲେ ଏଇ ଆଖି ପାପ ଆଶାରେ କେବେ ତତେ ଚାହେଁନା ।

Mada tharu mu durae rahibi de e thili dine katha, aji se mada ku adari neuchhi tume de e achha Byatha

ମନ ମୋର ଅଟେ କାଚ ଘର ପରି ଭାଙ୍ଗି କରି ଦେଳୁ ଚୂନା, ସ୍ବପ୍ନ ଦେଖେଇ ତୁ ନିଦ ଭାଙ୍ଗି ଦେଲୁ ଛାତିରେ ମାରିଳୁ ଛୁରା ॥ ପବିତ୍ର ପ୍ରେମକୁ ଅପବିତ୍ର କଲୁ ଦେଇ କରି ମୋତେ ଧୋକା ॥

ତୁମେ ପ୍ରାଣଧନ ମୋ ଜୀବନ ଧନ ତୁମେ ମୋର ଗତିମୁକ୍ତି, ତୁମରି ପ୍ରେମରେ ପ୍ରେମିକା ସାଜିଛି ଝୁରୁଛି ମୁଁ ଦିବାରାତ୍ରି !

ମୋହରି ସହିତେ ସାକ୍ଷାତ ଯେ ହେଲା ସବୁକଥା ଦେଲି କହି ମୋ ହାତ ଧରିଣ କେତେ ଯେ କାନ୍ଦିଲେ କାନ୍ଦିଲା ହୃଦୟ ବହି

ତୁମରି ରୂପକୁ ହୃଦୟ ଆଇନା ନ୍ ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି, ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ !

Pahanti Sapan Sata Hua Para Puriba ki mora Aasha, Ete bada FAILIN asila pachake Tathapi achhi mo priya BARSHA

ବାୟେ ବାୟେ କହିଥିଲେ ମୋ ଠିକଣା ଚାହିଥିଲେ ସତରେ ତ, ସେହିଦିନୁ ଦେଖା ଦେଇ କାହିଗଲ ତୁମେ ରହି ହୀରୋ ସିଜିତ !

ଝିଅମାନଙ୍କର କିନ୍ତୁ ଶବ୍ଦଟିରେ ରହିଛି ଗୋପନ କଥା, ବୁଝାଇ ସୁଝାଇ କଥା ନ ଆଣିଲେ ପାଇବ ଅନେକ ବ୍ୟଥା ।

ଓ ମାଇ ଗଡ୍‌ ବୋଲି ସେଦିନ ଯେ ଥିଲ କହି ତୁମେ ଯେ ମୋତେ, ରଙ୍ଗ ବୋଳା ହାତ ଟେକି ମାରିଦେଇ ଧିରେ ଆଖି ତୁମେ ଯେ କେତେ !

Golpo phula ku bhal pai thil katha mada gali sahi, sahi prem mauli gauachi mana ra sardha nahi

କଲେଜରେ ଫାଡା ସାଜିଛୁ ମନେ ସାଜିଛୁ ହିରୋ, ହିରୋହୁଣ୍ଡା ଚଢି ଆସୁଛୁ ଏଇ ଛଇତ ତୋର !

ସଜା ଫୁଟା ଫୁଲ ମୁହଁଟି ତୁମର ଲାଜ ଲାଜ ଭରା ହସ ଆଖିରେ ଆଖିଏ ସପନ ଲୁଚିଛି ଭାଙ୍ଗୁଛି ସଦା ଅଳସ

ସେଠିକୁ ଯେଥର ଯାଅଇ ଆଉ ଫେରଇ ନାହି, ସଦେହେରେ ସଗ ଜାତରା ତାର ଭାଗ୍ୟେ ଯୁଟଇ !

ଧନର ଗାରିମା ଦେଖାଇ କେତେ ଟୋକା ଭେଳାଇ, ଆମ ଶକ୍ତି ତୁହି ଜାଣୁନା କ୍ଷଣେ ତୋତେ ନେବୁ ଉଠାଇ !

ତେବେ ତୁ ଦେଖିବୁ ହେ ସୋମ୍ୟ ମୋର ଅସଲ ମୂତ୍ତି, କରେଣ୍ଟ ସାଥିରେ ଖେଳିଲେ ନିଶ୍ଚେ ଯମିବ ପ୍ରିତି !

ଆଖି ଚାହାଣୀରେ ମନତଳ ଭାଷା ଫୁଟି ଉଠେ ଫୁଲପରି, ଦରଦୀ ମନ ତ ବୁଝେ ସେଇ କଥା ସବୁ ଅନୁଭବ କରି.

ଆଜିକାଲି ଝିଅ କଥାରେ କହନ୍ତି ଅଦ୍ଭୁତ ମାୟା ତାଙ୍କରି, ଭଲ ପାଇବାରେ ମାନେକୁ ବୁଝନ୍ତି ଖେଳନା କଣ୍ଢେଇ ପରି ।

ତୋ ପରି କେତେ ମୁ ଲଫଙ୍ଗା ଫାଡା ଟୋକା ଦେଖିଛି , ସବୁଙ୍କୁ ମୋ ହାତ ଚାପୁଡା ତାଙ୍କୁ ଚଖାଇ ଅଛି !

ଡେଣା ଯଦି ମୋର ଥଆନ୍ତା ପ୍ରିୟା ଯାଆନ୍ତି ମୁଁ କ୍ଷଣେ ଊଡି, ତୁମରି ଓଠରେ ଚୁ୍ମା ଆଙ୍କି ଦେଇ କ୍ଷଣିକେ ଆସନ୍ତି ଫେରି

ଦୁନିଆଁରେ ଯେତେ ବାଧା ଆସିଲେଟି ତୁମକୁ ବନିତା କରି ତୁମରି ମଥାରେ ସତୀର ସିନ୍ଦୁର ପିନ୍ଧାଇବି ହାତେ ଧରି

ଭାରି ଭଲ ଲାଗେ ଖୁସି ଲାଗେ ଦେଖିବାକୁ ସେହି ଛବି ଭୁଲି ହୁଏ ନାହିଁ ଭୁଲିପାରେ ନାହିଁ ହେଉଥାଏ ସଦାଭାବି,

ଯଦି ତୁମେ ମୋର ଦଂଶନ ଚୋଟ ପାରିବ ସଯ୍ୟ କରିଣ ତୁମେ, ତେବେ ମୋର ଫଣି ଆଘାତ ପରେ ଆସିବ କାମେ !

ଭଲହେବା ପାଇ ତୁ ଯେବେ ଆଝୁ ଚେଷ୍ଟା କରିବୁ, ଜୀବନ ପଥରେ ତୁ ଜଣେ ଭଲ ମଣିଷ ହେବୁ !

ଯଦି ମନେ ଦମ୍ଭ ଗରବ କରି ଆସିବୁ ତୁହି, ଶେଷରେ ମୋ ଦୋଷ ନ ଦେବୁ ତୋତେ କହୁଛି ମୁହି !

ଲଜ୍ୟାସିନା ଅଟେ ନାରୀର ଭୁଷଣ ନୁହେଁ ସୁନା, ରୁପା, ହୀରା ଲଜ୍ୟା ଯାର ନାହିଁ ଅଲଜ୍ୟା ଝିଅର କଥା କର୍ମଟି ନିଆରା ।

ଯଦି ବି, ମୋ ଖାତା ଟିକୁ ଜାଳି ଦେଇଥିବ ଜଳିବା ବେଳେ ପ୍ରତି ସବ୍ଦ ତୁମକୁ ମିନତି କରୁଥିବ ସେ ଚିତ୍କାର ତୁମ ପାସାଣ ହୃଦୟ ପର୍ଯ୍ୟନ୍ତ ପହନ୍ଚୁ ନ ଥିବ ଜଳି ଗଲା ପରେ ଅବସିଷ୍ଠ ଅଂଶକୁ ଧୋଇ ଦେଇଥିବ

ତୋତେ ମୁ ଚିହ୍ନିଛି ମଜୟ ତୁ ଯେ ବି.ଡି.ଓ ପୁଅ , ସେଥିପାଇ ଏତେ ଗାରିମା କେତେ ଦେଖେଇ ହୁଅ !

କେହି ତୋର ପତା ନ ପାଇ ତୋତେ ଖୋଜି ହୋଇବେ, କ୍ଷଣେ ତୁ ଗାଇବୁ ହୋଇବୁ ତୋତେ କହୁଛି ଏବେ !

ମୁ ଅଟେ ବିଦ୍ୟୁତ୍‌ ରୂପସୀ ଚିହ୍ନି ନାହି ତୁ ମୋତେ, ହାଇଭୋଲ୍‌ଟେଜ ବଡିରେ ସଦା ଜଳଇ କେତେ !

ଘର କରିଥିଲେ ଏଇ ଦୁନିଆରେ ପଥର ପଡିଲେ ସହି, ପଥର କି ଫୁଲ ମଥରେ ପଡୁଛି ତୁମେ କି ପାରିବ କହି ?

ତୁମ ସହରକୁ ଆସିବିନି ଆଉ !! ହସର ଲୁହର ଜହର ପି !! ତୁମ ସହର ତ ତୁମକୁ ଭଲ !! ଫୁଟେ ନାହିଁ ସେଠି ହସ ରଫୁଲ !! ଯୋଉଠି ଅଛି ମୁଁ ଭଲରେ ଅଛି !! ନିଯେ ମୁଁ ନିଜକୁ ଭଲପାଉଛି !!

ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ ହତାଶା ମନକୁ ନେଇ, ଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ !

ମୋତେ ଅନ୍ଧାରରେ ରହିବାକୁ ଦିଅ ମୋତେ ତମାଶା ବ୍ୟତିତ କିଛି ଭଲ ଲାଗୁନି ମୋ ଆଶାର କିରଣ ପାଇବାର ସବକ ଅଦରକାରୀ ବସ୍ତୁ ଭଳି ଆଉ ଯାର କିଛି ମାନେ ନାହି

ନିର୍ଜନ ସମୟରେ କେବେ ବହି ଟିକେ ଖୋଜୁଥିବ ପୁସ୍ତକ ମାନକ ମଧ୍ୟରେ ମୋ ଖାତା ଟିଏ ଥିବ ପ୍ରୁଷ୍ଠଆ ଓଲୋଟାଇ ଯେବେ ତାହାକୁ ଦେଖିବ ପ୍ରତି ଚିରାପ୍ରୁଷ୍ଠଆ ଗୁଡିକ ମନେ ପଦୁଥିବ

ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହ୍ୄଦର ହାର

ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ କରିବା ତ ଆମେ ଫ୍ଲାଇଙ୍ଗ୍, ଜୀବନର ସବୁ ସୁଖ ସପନକୁ କରିବା ଏଥର ଟ୍ରାଇଙ୍ଗ !

ସାରା ଦୁନିଆଁରେ ସବୁ ଫୁଲ ଠାରୁ ସୁନ୍ଦର ତ ହସଫୁଲ ହସ ଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ

ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି, ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି !

ଗାଲ ପରେ ଲମ୍ବା କଲି ପକେଟରେ ମଦଭରି ଆଖି ମାରିଲ ମହୁଆ ମାତାଲ ତୁମେ ବାଜ୍ୟେ ଟୋକା ବୋଲି ଭାବେ କଥା କହିଲ !

ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି ଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି

Manar kathaku manare rakhichi parinahi kebhe kahi, kebe se asiba tike dekha deba kahiba kanare jai

ଦୀପ ର ମନୋଲୋଭା ଆକର୍ଷଣ କୁ ନ ଜାଅ ଦୀପ ର ଜ୍ବଳନ୍ତ ରଶ୍ମି କୁ ଆଉ ନ ଦେଖ କୌଣସି ପତନ୍ଗର ଅଭିସାପ ବୋଧେ ତା ସାରା ଜୀବନ ସେମିତି ଜଳୁ ଥିବ

ତୁମ କଥା ପ୍ରିୟା ଯେବେ ପଡେ ମନେ, ମନ ମୋର ଯାଏ ଭରି. ସବୁ ଦିନ ତୁମେ ଆସୁଛ ସପନେ, ସ୍ବପ୍ନ ଲାଗେ ସତ ପରି.

ଯାହା ମୁଁ ମାଗିଛି ନିଜ ପାଇଁ ନୁହେଁ ସବୁତ ତୁମରି ପାଇଁ, ଆଜି ମୁଁ ହାରିଛି ଜୀବନରେ ବାଜି ଜାଣେ ନା ମୁଁ କାହା ପାଇଁ ।

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ

ଧନଠାରୁ ମନ କାଳେ କାଳେ ବଡ ଧନ ତ ଦୁଇ ଦିନର, ମନଥିଲେ ଧନ ପ୍ରାପତ ହୁଅଇ ଏଇ ରୀତି ଦୁନିଆର.

ସହଜେ ନହୁଲୀ ବୟସୀ ରୂପ ଚହଟେ ମୋର, ତୁମପରି କେତେ ଟାଉକା ନିତି ଗୋଡାନ୍ତ ସେ ଯେ ମୋ ପଛର !

ମୋର ଠିକଣା ତୋତେ ମୁ ପତ୍ରେ ଦେଲି ଜଣାଇ , ତହସିଲଦାର ଅଟେ ମୋ ଡାଡୀ ତୋତେ ଦେଲି ମୁ କହି !

ଭଲଗତି ଯଦି ତୋହର ଅଛି ମନରେ ଭାବି , ନିଜ ଭୁଲ୍‌ ପାଇ ତୁ କ୍ଷମା ମାଗିନେବୁ ତୁ ଭାବି !

ଚିଠି ଦେଇ ମୁହିଁ ତୁମକୁ ଜଣାଇ ଦେଲି ଆହେ ସସମୀତା ତୁମକୁ ଆଣିବା ପାଇଁ ଯିବି ମୁହିଁ ଅନ୍ୟଥା ନୋହିବ କଥା

JALIMU PARUCHI BOLI JALEI CHALICHA MOTE, TATHAPI KAHUCHI KHOLI BHALA MU PAUCHI TATE

ନିଆ ସାତେ ଖେଳ ଖେଳିଲେ ଅଙ୍ଗ ପୋଡିଣ ଯିବ, ଜାଣିଶୁଣି କିଆ ଅଜଣା ମଦନିଶା ନଥିବ !

ହାଇଭୋଲ୍‌ଟେଜ୍‌ ମୋ ଅଙ୍ଗେ ସଦା ଜଳୁଣଥାଏ , ହାତଥରେ ଦେଲା ମାତ୍ରକେ ପୋଡି ପାଉଶ ହୁଏ !

ମେଘ କୁ ମାଗିଲି ବରଷା ଟିକିଏ, ତମକୁ ମାଗିଲି ମନ; ମେଘ ଢାଲିଦେଲା ଆଶାଢେ ବରଷା, ତମେ ଦେଲ ନାହିଁ ମନ !

ସେହିଦିନ ତୋତେ ମୁ ଦୟା କରି ଛାଡିଣ ଥିଲି , ଏବେ ମୋ ସମ୍ମୁଖେ ପଡିଲେ ମଜ୍ଜା ଦେଖିବୁ ବୋଲି !


Author Quotes


Henit Salot

Mere Alfaz

Abraham Lincoln

Abdul Kalam

Mahatma Gandhi

Swami Vivekanand

Albert Einstein


Trending


Ganesha

Rain

Mahadev

Navratri

Birthday